18.1 C
Bhubaneswar
Wednesday, February 4, 2026
Homeଓଡିଶାଛାତ୍ରକୁ ଛୁରୀ ଭୁଶିଲେ ଅଣଛାତ୍ର

ଛାତ୍ରକୁ ଛୁରୀ ଭୁଶିଲେ ଅଣଛାତ୍ର

ଜୟପୁର :ସରସ୍ୱତୀ ପୂଜା ଭସାଣି ବେଲେ ଛୁରାମାଡ । ଜୟପୁର  ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଛୁରାମାଡ କରିଛନ୍ତି ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଛାତ୍ର ଜଣଙ୍କ ଭର୍ତ୍ତି ହୋଇଛନ୍ତି ।  ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ରାମଚନ୍ଦ୍ର  ପାଢୀ ନିଜ ସାଥୀଙ୍କ ସହିତ ବିସର୍ଜନ ପାଇଁ ଯାଇଥିଲେ ।  ତେବେ ଫେରୁଥିବା ବେଲେ  ତୀବ୍ର ଝଗଡା ହୋଇଥିଲା । ଏହାକୁ ଅନ୍ୟ ସାଙ୍ଗମାନେ ବିରୋଧ କରୁଥିଲେ । ପରେ ସମ୍ପୃକ୍ତ ଅଣଛାତ୍ର କିଛି ପିଲାଙ୍କ ସହିତ ମିଶି  ରାମଚନ୍ଦ୍ରକୁ ଛୁରାମାଡ କରିଥିଲେ । ପ୍ରଥମେ ଜିଲ୍ଲା ଚିକିତ୍ସାମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରଆପୁଟ ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲକୁ  ସ୍ଥାନାନ୍ତର କରାଯାଇଥିଲା ।  ଏବଂ ତାଙ୍କ ଅବସ୍ଥା ଗୁତର ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking