27.1 C
Bhubaneswar
Monday, March 30, 2026
Homeଓଡିଶାଶିକ୍ଷାର୍ଥୀଙ୍କ ନିରାପତ୍ତା ଗାଇଡଲାଇନ ଜାରି

ଶିକ୍ଷାର୍ଥୀଙ୍କ ନିରାପତ୍ତା ଗାଇଡଲାଇନ ଜାରି

ଭୁବନେଶ୍ୱର: ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍‌। ବିଦ୍ୟାଳୟଗୁଡ଼ିକର ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ ବୋଲି ଜଣାଇଲେ। ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ସ୍କୁଲ୍‌ରେ ବିପଦ ଥିଲେ ଅବଗତ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking