24.1 C
Bhubaneswar
Friday, February 27, 2026
Homeଓଡିଶାବାଟରୁ ଉଦ୍ଧାର ମୁମୂର୍ଷୁ ଛାତ୍ରୀ ହସ୍ପିଟାଲ୍‌ରେ ମୃତ

ବାଟରୁ ଉଦ୍ଧାର ମୁମୂର୍ଷୁ ଛାତ୍ରୀ ହସ୍ପିଟାଲ୍‌ରେ ମୃତ

ଖୋର୍ଦ୍ଧା: ମୁମର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଛାତ୍ରୀ କଟକ ବାଙ୍କୀ ଅଞ୍ଚଳର, ଡିଆଇଇଟି ପ୍ରଥମ ବର୍ଷ ଛାତ୍ରୀ ଥିବା ନେଇ ମିଳିଛି ସୂଚନା। କାଲି ପୁରୁଷ ବନ୍ଧୁଙ୍କ ସହ ହଷ୍ଟେଲରୁ ଆସିଥିଲେ। ପୁରୁଷ ବନ୍ଧୁଙ୍କ ସହ ବଚସା ପରେ ବିଷ ପିଇଥିବା ସୂଚନା ମିଳିଛିଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking