29.7 C
Bhubaneswar
Wednesday, June 18, 2025
Homeଓଡିଶାସମୁଦ୍ର ଗାଧୋଇବା କାଳ: ଛାତ୍ର ନିଖୋଜ

ସମୁଦ୍ର ଗାଧୋଇବା କାଳ: ଛାତ୍ର ନିଖୋଜ

ପାରାଦୀପ: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ  ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking