21.1 C
Bhubaneswar
Friday, February 6, 2026
Homeଓଡିଶାମହାନଦୀରେ ବୁଡି ଛାତ୍ର ନିଖୋଜ     

ମହାନଦୀରେ ବୁଡି ଛାତ୍ର ନିଖୋଜ     

କଟକ:  ମହାନଦୀରେ ଗାଧୋଇବା ବେଳେ  ଭାସିଗଲେ ଛାତ୍ର । ହାଡିଆପଠାରେ ଗାଧୋଇବା ବେଳେ  ବୁଡିଗଲେ ଛାତ୍ର ।  ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ  ଟିମ ପହଞ୍ଚି  ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।  ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ମହାନଦୀରେ  ବୁଡି ମୃତ୍ୟୁ ହେବା ଏହା କୌଣସି ପ୍ରଥମ ଘଟଣା ନୁହେଁ । ଏଭଳି ଘଟଣା ବାରମ୍ବାର ଘଟୁଛି । ସଚେତନ କରିବା ପରେ ମଧ୍ୟ ନିୟମକୁ ନମାନି ଏଡାଇ ଦେଉଛନ୍ତି ଲୋକେ । ଯାହା ଫଳରେ ପ୍ରିୟଜନମାନେ ଆତ୍ମୀୟମାନଙ୍କୁ ହରାଇ ବସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking