19.1 C
Bhubaneswar
Tuesday, January 13, 2026
Homeଓଡିଶାଋଷିକୁଲ୍ୟାରେ ଭାସିଯାଇ ଛାତ୍ର ନିଖୋଜ

ଋଷିକୁଲ୍ୟାରେ ଭାସିଯାଇ ଛାତ୍ର ନିଖୋଜ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ କୁମାର ପ୍ରଧାନ ଆଜି ଗାଁ ନିକଟରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ସକାଳ ନଅ ଘଣ୍ଟା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ନଈରେ ଅଚାନକ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ତୁରନ୍ତ ଏହି ଖବର ପାଇବା ପରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଧରାକୋଟ ଓ ଆସିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶୁଭମ ଙ୍କର କୌଣସି ପତ୍ତା ମିଳିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking