26.1 C
Bhubaneswar
Saturday, December 13, 2025
Homeଓଡିଶାଅଧରାସ୍ତାରେ ଟଳିପଡିଲେ ଛାତ୍ର

ଅଧରାସ୍ତାରେ ଟଳିପଡିଲେ ଛାତ୍ର

ଦିଗପହଣ୍ଡି: ସ୍କୁଲ ଯିବା ବେଳେ ଅଧରାସ୍ତାରେ ଟଳିପଡିଲେ ଛାତ୍ର । ମେଡିକାଲରେ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର । ନିମଖଣ୍ଡିପେଣ୍ଠ ରାଧାମୋହନ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ପୂର୍ବରୁ ଛାତ୍ର ଜଣକ ଅସୁସ୍ଥ ଥିଲେ । ତଥାପି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଛାତ୍ରର ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking