17.1 C
Bhubaneswar
Monday, December 22, 2025
Homeଓଡିଶାଡ଼ମଡ଼ମଣି ଡ୍ୟାମରେ ବୁଡ଼ିଗଲେ ଛାତ୍ର

ଡ଼ମଡ଼ମଣି ଡ୍ୟାମରେ ବୁଡ଼ିଗଲେ ଛାତ୍ର

ଚୌଦ୍ୱାର : ଡ଼ମଡ଼ମଣି ଡ୍ୟାମରେ ବୁଡ଼ିଗଲେ ଛାତ୍ର । ୫ ଜଣଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କର ମୃତ୍ୟୁ । ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା । ଷ୍ଟୁଆର୍ଟ ସ୍କୃଲର ୫ ଜଣ ଛାତ୍ର ଗାଧୋଇବାବେଳେ ଅଘଟଣ । ମୃତ ଦେହ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking