16.1 C
Bhubaneswar
Monday, February 9, 2026
Homeଓଡିଶାବଜ୍ରାଘାତରେ ଛାତ୍ର ମୃତ

ବଜ୍ରାଘାତରେ ଛାତ୍ର ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ଅଭାବନୀୟ ଘଟଣା ଘଟିଛି । ବଜ୍ରାଘାତରେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ନାରାୟଣପୁର ଗାଁର ରାଜେଶ ଗୌଡ । ସ୍କୁଲରେ ଫେରିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ପରିବେଶ ଶୋକାକୁଳ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking