16.1 C
Bhubaneswar
Monday, February 9, 2026
Homeଓଡିଶାଗଛ ଡାଳ ପଡି ଛାତ୍ର ମୃତ

ଗଛ ଡାଳ ପଡି ଛାତ୍ର ମୃତ

ଜୟପୁର: ପରୀକ୍ଷା। ବାଟରେ ଜଗିଥିଲା ଯମ। ଜୟପୁର ଅଞ୍ଚଳର ତିନି ଛାତ୍ର ପରୀକ୍ଷା ଦେବାକୁ ବାଇକରେ ବୈପାରିଗୁଡ଼ାର ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜକୁ ଆସୁଥିବା ବେଳେ ମହୁଲି ଘାଟିରେ ଓସ୍ତ ଗଛର ଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଥିବା ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking