16.1 C
Bhubaneswar
Thursday, February 5, 2026
Homeଓଡିଶାଛାତ୍ର କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ

ଛାତ୍ର କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ମୁହାଁମୁହିଁ । ପରସ୍ପର ଉପରକୁ ଟେକା ପଥର ମାଡ ହୋଇଛି । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ହୋଇଛି ଏହି ହଙ୍ଗାମା । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚ । ରାହୁଲ ଗାନ୍ଧୀଙ୍କ କୂଶ ପୁତଳୀକାକୁ ଦାହ ମଧ୍ୟ କରାଯାଇଛି । ରାହୁଲଙ୍କ ପୋଷ୍ଟରେ ବିଜେପି ଯୁବ ମୋର୍ଚ୍ଚାର ଗୋବର ମାଡ ହୋଇଥିଲା । ଯାହା ଫଳରେ ଏହି ହଙ୍ଗାମା  ଆରମ୍ଭ ହୋଇଥିଲା । ଏଥିରେ କିଛି ବିଜେପି ଓ କଂଗ୍ରେସର ଯୁବ ନେତା ମାନେ ଆହତ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking