22.1 C
Bhubaneswar
Thursday, March 5, 2026
Homeଓଡିଶାକଠୋର ଦଣ୍ଡବିଧାନ କରାଯିବ: ମନ୍ତ୍ରୀ

କଠୋର ଦଣ୍ଡବିଧାନ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ସାନଖେମୁଣ୍ଡି ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବକ୍ତବ୍ୟ । ନାବାଳିକ ଦୁଷ୍କର୍ମ ଓ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଘଟଣାକୁ ନେଇ ପୋଲିସ ଯଥାରୀତି କାମ କରୁଛି । ଅଭିଯୁକ୍ତ ଓ ସମ୍ପୃକ୍ତଙ୍କ ପ୍ରତି କଠୋର ଦଣ୍ଡ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking