ଭୁବନେଶ୍ୱର: ରାଜ୍ୟରେ ଡ୍ରୋନ ଉପରେ ନଜର । ସମ୍ଭାବ୍ୟ ସ୍ଥିତିକୁ ନେଇ ସତର୍କତା ଜାରି କଲେ ରାଜ୍ୟ ସରକାର । ଅଣପଞ୍ଜିକୃତ ଡ୍ରୋନ ଅପରେଟରଙ୍କୁ ନଜର । ନଜର ରଖିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସମ୍ବେଦନଶୀଳ ସ୍ଥାନରେ କଡା ସୁରକ୍ଷା କରାଯାଇଛି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।