26.1 C
Bhubaneswar
Thursday, December 19, 2024
Homeଓଡିଶାକଟନି-ଛଟନି ବନ୍ଦ ନ ହେଲେ କଡା ଆକ୍ସନ: ମନ୍ତ୍ରୀ

କଟନି-ଛଟନି ବନ୍ଦ ନ ହେଲେ କଡା ଆକ୍ସନ: ମନ୍ତ୍ରୀ

ଭୁବନେଶ୍ୱର: କଟନି-ଛଟନିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ । ବିଭାଗ କୁ ଦୁର୍ନୀତି ମୁକ୍ତ କରିବା ପାଇଁ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସୂଚନା ଅନୁଯାଇ , କଟନି-ଛଟନି ବନ୍ଦ ନ ହେଲେ ହେବ କଡା ଆକ୍ସନ । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଚେତାବନୀ । ଧାନ ମଣ୍ଡିରେ ଆଉ ଚାଲିବନି ଦଲାଲି ରାଜ । ଦଲାଲ ମାନଙ୍କ ଉପରେ ନିଆଯିବ ଦୃଢ ଆକ୍ସନ । ଯେଉଁ ଅଫିସର ଦଲାଲଙ୍କୁ ସହାୟତା କରିବେ , ତାଙ୍କୁ ବି ଛଡ଼ାଯିବନି । ବିଭାଗକୁ ଦୁର୍ନୀତି ମୁକ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking