19.1 C
Bhubaneswar
Tuesday, February 10, 2026
Homeଓଡିଶାଚାନ୍ଦା ଆଦାୟକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ଚାନ୍ଦା ଆଦାୟକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପାର୍ୱଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ ବ୍ୟବହାର ହେବ । ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖାଯିବ କହିଛନ୍ତି ପୋଲିସ ଡିଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking