23.1 C
Bhubaneswar
Sunday, February 8, 2026
Homeଓଡିଶାକାଦୁଅ ଫିଙ୍ଗା ରାଜନୀତି ବନ୍ଦ ହେଉ : ବାବୁ ସିଂ

କାଦୁଅ ଫିଙ୍ଗା ରାଜନୀତି ବନ୍ଦ ହେଉ : ବାବୁ ସିଂ

ଭୁବନେଶ୍ୱର : ମେୟରଙ୍କୁ  ବିଦାୟକ ବାବୁ ସିଂ କଡା ଜବାବ ଦେଇଛନ୍ତି । କହିଛନ୍ତି କାଦୁଅ ଫିଙ୍ଗା ରାଜନୀତି ବନ୍ଦ କର । ମେୟର କଣ ପ୍ରଶାସନର ଅଂଶ ନୁହଁନ୍ତି କି ? କାଲି ମେୟର ମୋ ସହ ମନ୍ଦିରରେ  ୨ ଘଣ୍ଟା ଥିଲେ । ବ୍ୟବସ୍ଥାର ତଦାରଖ କରୁଥିଲେ ମେୟର । ଯଦି ତାଙ୍କ ନଜରରେ ତ୍ରୁଟି ଦିଶିଲା କହିଲେନି କାହିଁକି ? ଠାକୁରଙ୍କ କାମକୁ ନେଇ ରାଜନୀତି କରାନଯାଉ । ବିରୋଧୀ କେବଳ ବସିନାହାନ୍ତି ଆଙ୍ଗୁଠି ଦେଖାଇବାକୁ । ଦଳମତ ନିର୍ୱିଶେଷରେ ସମସ୍ତେ ସହେଯାଗ କରିବା କଥା । କେଉଁ ନିଯୋଗ ଭିତରେ ଫାଟଥିଲା ମୁଁ ଅବଗତ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking