19.1 C
Bhubaneswar
Wednesday, February 11, 2026
Homeଓଡିଶାଜଙ୍ଗଲ ନିଆଁ ଆୟତ୍ତ କରିବାକୁ ପଦକ୍ଷେପ - ମନ୍ତ୍ରୀ

ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ପଦକ୍ଷେପ – ମନ୍ତ୍ରୀ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଜଙ୍ଗଲରେ ଏଆଇ କ୍ୟାମେରା, ଫୋର୍ସ ଓ ସ୍କ୍ୱାର୍ଡ ଅଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ସବୁଦିନ ଆଗୁଆ ମନିଟରିଂ କରୁଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking