25.1 C
Bhubaneswar
Wednesday, February 11, 2026
Homeଓଡିଶାକେନ୍ଦୁଝରରେ ଖୁବଶୀଘ୍ର ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଖୁବଶୀଘ୍ର ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ। କେନ୍ଦୁଝର ଗସ୍ତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ କେନ୍ଦୁଝରରେ । ଖୁବ୍‌ ଶୀଘ୍ର ମେଗା ଷ୍ଟିଲ ପ୍ଲାଣ୍ଟ ହେବ। ଦୁଇ ଷ୍ଟେପ୍‌ ଆଗକୁ ବଢ଼ିଛି, କମ୍ପାନୀ ଟଙ୍କା ଜମା କରି ସାରିଛି। ଖୁବ ଶୀଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking