ନୂଆଦିଲ୍ଲୀ : ସୋନିଆଙ୍କ ବୟାନକୁ ରାଷ୍ଟ୍ରପତି ଭବନ ପକ୍ଷରୁ କଡା ଆପତ୍ତି କରିଛନ୍ତି । ବୟାନ ଜାରି କରି ଆପତ୍ତି ଜଣାଇଲା ରାଷ୍ଟ୍ରପତି ଭବନ । ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ କହିଲା ରାଷ୍ଟ୍ରପତି ଭବନ । ସଜ୍ମୋଚ୍ଚ ପଦବୀରେ ମଯ୍ୟାଦାକୁ ଆଘାତ ଦେଇଛି । ଏହା ଗ୍ରହଣୀୟ ନୁହେଁ । କୌଣସି ବି କ୍ଷେତ୍ରରେ ରାଷ୍ଟ୍ରପତି ଥକିନାହାନ୍ତି କହିଛି ରାଷ୍ଟ୍ରପତି ଭବନ । ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଲାନ୍ତ ଆଣେନି ।










