30.1 C
Bhubaneswar
Sunday, February 8, 2026
Homeଓଡିଶାଇଟାମାଟିରେ ଷ୍ଟେଟ୍ ବ୍ୟାଙ୍କ ଶାଖା ଉଦଘାଟିତ

ଇଟାମାଟିରେ ଷ୍ଟେଟ୍ ବ୍ୟାଙ୍କ ଶାଖା ଉଦଘାଟିତ

ନୟାଗଡ :ନୟାଗଡ ଜିଲ୍ଲା ଇଟାମାଟିଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥିଙ୍କ ଦ୍ୱାରା ଚଳିତ ବର୍ଷ ୨୪ ଫେବୃଆରୀରେ ଏକ ନୂତନ ଶାଖା ଗୃହ ଉଦଘାଟିତ ହୋଇଯାଛି । ନୟାଗଡ ଜିଲ୍ଲାରେ ଏହା ଷ୍ଟେଟ ବ୍ୟାଙ୍କର ୧୩ତମ ଶାଖା । ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ୍,ଉପ-ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର,ଖୋର୍ଦ୍ଧା କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ନରେନ୍ଦ୍ର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଷ୍ଟେଟ ବ୍ୟାଙ୍କ ଶାଖା ହେବା ଦ୍ୱାରା ଜନସାଧାରଣଙ୍କ ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଛି । ଏହି ଶାଖା ଦ୍ୱାରା ଆଖ ପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପକୃତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking