29.1 C
Bhubaneswar
Monday, January 19, 2026
Homeଓଡିଶାଷ୍ଟାର୍ଟଅପ ଖସିବା: ପୂର୍ବ ସରକାରଙ୍କୁ ଦୋଷ ଦେଲେ ମନ୍ତ୍ରୀ

ଷ୍ଟାର୍ଟଅପ ଖସିବା: ପୂର୍ବ ସରକାରଙ୍କୁ ଦୋଷ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଷ୍ଟାର୍ଟଅପରେ ଓଡିଶାର ରାଙ୍କ ଖସିବା ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦୋଷ ଲଦିଲେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ରିପୋର୍ଟ ୧ ଜାନୁଆରୀ ୨୦୨୩ରୁ ୩୦ ନଭେମ୍ବର ୨୦୨୪ର କହିଲେ ବିଜେପି ୨୦୨୪ ଜୁନ ୧୨ରେ ସରକାରକୁ ଆସିଥିଲା । ବିଜେପି ସରକାରକୁ କେବଳ ଏହି ସମୟରେ ୬ ମାସ ମିଳିଥିଲା । ରାଙ୍କ କେମିତି ବିଜେପି ସରକାର ୬ ମାସ ଖସାଇ ଦେଲେ ? ବିଜେପି ସରକାରକୁ ଆସିବାଠୁ ୨୫୫୦ ଷ୍ଟାର୍ଟଅପ କରିଛି । ଗାଁ ଗାଁରେ ଯୁବବର୍ଗଙ୍କୁ ଷ୍ଟାର୍ଟଅପରେ ସୁବିଧା ଯୋଗାଉଛି ବିଜେପି ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking