ଭୁବନେଶ୍ୱର: ସିବିଆଇରେ ହାଜର ହେଲେ ତାରକା ମ୍ୟାନେଜର । ତାରକା ହୋଟେଲ ସାମ୍ନାରୁ ମିଳିଥିଲା ୧୦ ଲକ୍ଷ ଟଙ୍କା । ଆଜି ଏହାକୁ ନେଇ ସିବିଆଇ ରେ ଜେରା ହଉଛୁଇ ତାରକା ହୋଟେଲ ମ୍ୟାନେଜର । ସିବିଆଇର ଅଧିକାରୀ ଆତ୍ମନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି । ହୋଟେଲ ଆଗରେ ଦିଲ ହୋଉଥିଲା । ଏକାଧିକ ଅଧିକାରୀ ମାନେ ଘେରି ରହି ପଚରା ଉଚରା କରୁଛନ୍ତି । ସରକାରୀ ଅଫିସର ମାନଙ୍କ ଗେଲ୍ହା ପୁଅ ସାଜିଥିଲେ କଣ୍ଟ୍ରାକ୍ଟର । ତେବେ ଏ ନେଇ ବିରୁଦ୍ଧରେ ଘାଣ୍ଟୁଛି ସିବିଆଇ ।