26.1 C
Bhubaneswar
Monday, April 14, 2025
Homeଓଡିଶାବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ତାରା

ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ତାରା

ଭୁବନେଶ୍ୱର: ବିଜେପି ବିରୋଧରେ  ତାରା ବାହିନୀପତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  କହିଛନ୍ତି , ରାଜା ଚକ୍ର ଠାରୁ ୧ କୋଟି  ୩୩ ଲକ୍ଷ ଟଙ୍କା ନେଇଛି ବିଜେପି । ପ୍ରଭାକରନଙ୍କ ଠାରୁ କେତେ ନେଲା ବିଜେପି କହିଛନ୍ତି ତାରା । ଲୋକଙ୍କୁ ଜବାବ ଦେବାକୁ ପଡିବ , ସିବିଆଇ ତଦନ୍ତ ହେଉ । ପ୍ରଭାକରନ ଆଗରୁ  ବିଜେଡିର ଡାହାଣ ହାତ ସାଜିଥିଲେ । ଏବେ ସେ ବିଜେପିର ଡାହାଣ ହାତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking