20.1 C
Bhubaneswar
Saturday, December 6, 2025
Homeଓଡିଶାସାମାନ୍ୟ ବଚସାରୁ ଛୁରାମାଡ: ଜଣେ ମୃତ

ସାମାନ୍ୟ ବଚସାରୁ ଛୁରାମାଡ: ଜଣେ ମୃତ

ଭବାନୀପାଟଣା:  ସାମାନ୍ୟ  ବଚସାରୁ ଛରାମାଡରେ ଜଣଙ୍କ ମୃତ୍ୟୁ ହୋଇଛି ।  ଭବାନୀପାଟଣା  ପୌରପରିଷଦ କାଯ୍ୟାଳ୍ୟ ନିକଟରେ  ଛୁରାମାଡ ହୋଇଛି ।  ଚା ଦୋକାନରେ ସାମାନ୍ୟ ବଚସାରୁ ଛୁରାମାଡ ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking