24.1 C
Bhubaneswar
Sunday, April 13, 2025
Homeଓଡିଶାରାମ ନବମୀ ରାଲିରେ ଛୁରାମାଡ

ରାମ ନବମୀ ରାଲିରେ ଛୁରାମାଡ

ସୋର: ରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରାମାଡ । ଶୋଭାଯାତ୍ରା ଚାଲିଥିôବା ବେଳେ ଛୁରାମାଡ । କୋର୍ଟ ଛକ ନିକଟରେ ଛିଡା ହେଇଥିବା ବେଳେ ଆକ୍ରମଣ ହେଇଥିଲା । ବାଇକରେ ୫ ଦୁର୍ବୃତ୍ତ ଆସି ଛୁରାମାଡ କରିଥିଲେ । ଆକ୍ରମଣ ପରେ ଯୁବକଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking