31.1 C
Bhubaneswar
Sunday, July 13, 2025
Homeଓଡିଶାଅଣସର ପରେ ଶ୍ରୀଜିଉଙ୍କ ଗୁପ୍ତସେବା

ଅଣସର ପରେ ଶ୍ରୀଜିଉଙ୍କ ଗୁପ୍ତସେବା

ପୁରୀ: ସୁସ୍ଥ ହେଉଛନ୍ତି ମହାପ୍ରଭୁ  ା ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କର ଗୁପ୍ତସେବା ।  ଚକା ବିଜେ କରିବେ ଚତୁର୍ଧାମୁର୍ତ୍ତି  ଝୁଣା ଏବଂ ରାଶି ତେଲରେ  ପ୍ରସ୍ତୁତ ଓଷ ଲେପନ କରାଯିବ ।  ସେପଟେ ରାଜବୈଦ୍ୟ ପ୍ରସ୍ତୁତ କରିଛନ୍ତି ଦଶମୂଳ ମୋଦକ ।  ଆସନ୍ତାକାଲି ଏକାଦଶରେ ଏହାକୁ  ସମର୍ପଣ ପରେ ସୁସ୍ଥ ହେବେ ଶ୍ରୀଜିଉ  ସେପଟେ ୩ ରଥରେ ପଡାପଡି ବେଦୀ ନିର୍ମାଣ  ଶେଷ ହୋଇଛି । ରଙ୍ଗ କାଯ୍ୟ ଶେଷ ପରେ  ବେଦୀରେ ସିଂହାସନ ମୁହାଁଟି ଫିଟିଂ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking