33.1 C
Bhubaneswar
Thursday, May 1, 2025
Homeଓଡିଶାବେଆଇନ କୋଇଲାର ମାପ ଆରମ୍ଭ କରିଛି ଖଣି ବିଭାଗର ସ୍ୱତନ୍ତ୍ର ଟିମ୍‌

ବେଆଇନ କୋଇଲାର ମାପ ଆରମ୍ଭ କରିଛି ଖଣି ବିଭାଗର ସ୍ୱତନ୍ତ୍ର ଟିମ୍‌

ସୁନ୍ଦରଗଡ : ତୃତୀୟ ଦିନରେ ଚଢ଼ାଉ ଆରମ୍ଭ କରିଛି ଖଣି ବିଭାଗର ସ୍ବତନ୍ତ୍ର ଟିମ୍‌ । ଗତକାଲି ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ଆରୟନ କୋଲ ୱାସେରିକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିବା ସହ ଲାଇସେନ୍ସ ରଦ୍ଧ କରି ଥାନାରେ କମ୍ପାନି ବିରୁଦ୍ଧରେ ଏଫଆଇଆର କରିଥିଲେ । ଆଜି ପୁଣି ଚଢ଼ାଉ କରିଛି ଖଣି ବିଭାଗର ସ୍ବତନ୍ତ୍ର ଟିମ୍ । କମ୍ପାନି କାର୍ଯ୍ୟ ବନ୍ଦ କରିଛି କି ନାହିଁ ତାହାର ତଦନ୍ତ କରିଛନ୍ତି ଖଣି ଅଧିକାରୀ । ବେଆଇନ କୋଇଲାର ମାପ ଆରମ୍ଭ କରିଛି ଖଣି ବିଭାଗର ସ୍ୱତନ୍ତ୍ର ଟିମ୍‌ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking