ଗଞ୍ଜାମ: ସ୍ପେଶାଲ ଡ୍ରାଇଭରେ ଆଉ ୨୦ ଅପରାଧୀଙ୍କୁ କାବୁ କରାଯାଇଛି । ଏନେଇ ପ୍ରେସନିଟରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । କହିଛନ୍ତି, ୮ ମାଉଜର, ୩୧ ରାଉଣ୍ଡ ଗୁଳି ଜବତ ହୋଇଛି । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସର ମିଳିତ ଅପରେସନରେ ଗିରଫ ହୋଇଛନ୍ତି । ୪ରେ ୧୮ ଗିରଫ ସହ ୧୭ ମାଉଜର ଓ ୬୭ ଗୁଳି ଦବତ ହୋଇଥିଲା । ଜବତ ବନ୍ଧୁକର ଲିଙ୍କ ମୁଙ୍ଗେର ରହିଛି ।










