27.1 C
Bhubaneswar
Monday, December 8, 2025
Homeଓଡିଶାଅଙ୍ଗନବାଡିକୁ ସଶକ୍ତ କରିବ ସ୍ୱତନ୍ତ୍ର ଆପ 'AWESOME'

ଅଙ୍ଗନବାଡିକୁ ସଶକ୍ତ କରିବ ସ୍ୱତନ୍ତ୍ର ଆପ ‘AWESOME’

ଭୁବନେଶ୍ୱର: ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ AWESOME ।   ଅଙ୍ଗନବାଡି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ  ମନିଟରିଙ୍ଗ ଆପ Everywhere ।  ଏହି ଆପ ମାଧ୍ୟମରେ ସମସ୍ତ କାଯ୍ୟ କରିବେ ଅଙ୍ଗନବାଡି କର୍ମୀ । ଆପ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡବ୍ୟାକ ଦେଇପାରିବେ । ଆପର ବିକାଶ ପାଇଁ ଏନଆଇପିସିସିଡି ସହ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏମଓୟୁ ଚୁକ୍ତି ସ୍ୱାକ୍ଷର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking