35.1 C
Bhubaneswar
Sunday, March 30, 2025
Homeଓଡିଶାଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢୀ

ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ୱର :କଂଗ୍ରେସ ବିଦାୟକ ନିଲମ୍ବନ ପ୍ରସଙ୍ଗରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢୀ । ୭ ତାରିଖରେ ଦ୍ୱିତୀୟ ପଯ୍ୟାୟ ଅଧିବେଶନ ଆରମ୍ଭ ହେଲା । ବିରୋଧୀ ପ୍ଲାଗକାର୍ଡ , ପୋଷ୍ଟର , ଧରି ପ୍ରତିବାଦ କରୁଥିଲୋ ୨୦ ମାର୍ଚ୍ଚରୁ କଳାବ୍ୟାଜ , ପୋଷାକ ପିନ୍ଧି ପ୍ରତିବାଦ କଲେ । ହୁଇସିଲ ,ତୂରୀ , ଘଣ୍ଟ ବଜାଇ କାଯ୍ୟରେ ବାଧା ସୃଷ୍ଟି କଲେ । ୧୨ଟି କାଯ୍ୟ ଦିବସରୁ ୨ଟି କାଯ୍ୟ ଦିବସ ଚାଲିଥିଲା । ୨୫ ତାରିଖ ସୁଦ୍ଧା ୩୯ ଘଣ୍ଟା ୨ ମିନିଟ ଗୃହକାଯ୍ୟ ଚାଲିଥିଲା । ସର୍ୱଦଳଳୀୟ ବୈଠକ ସତ୍ତ୍ୱ ବିଶୃଙ୍ଖଳା ଜାରି ରଖିଥିଲେ । ଉପ- ବାଚସ୍ପତିଙ୍କ ରୁଲିଂ ପରେ ବି ସମାନସ୍ଥିତି ରହିଲା । କଂଗ୍ରେସ ସଦସ୍ୟ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking