25.1 C
Bhubaneswar
Saturday, February 7, 2026
Homeଓଡିଶା୩୦ ମିନିଟ ଗୃହ ମୁଲତବି କଲେ ବାଚସ୍ପତି

୩୦ ମିନିଟ ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର : ପୁଣି ବିଧାନସଭାରେ ବିରୋଧୀ ଦଳ ହୋହଲ୍ଲା ହଙ୍ଗାମା କରିଛନ୍ତି । ଓଡିଆ ଅସ୍ମିତା କୁଆଡେ ଗଲା ବୋଲି କହି ବିଜେଡି ନାରାବାଜି କରିଛି । ସର୍ୱଦଳୀୟ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହ ସୁପରିଚାଳନା ପାଇଁ ବୈଠକ ଡାକିଲେ । ଏନେଇ  ୩୦ ମିନିଟ ଗୃହ ମୁଲତବି କଲେ ବାଚସ୍ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking