17.1 C
Bhubaneswar
Sunday, December 7, 2025
Homeଓଡିଶାସୌମ୍ୟାଶ୍ରୀ ମୃତ୍ୟୁ: ପିଆଇଏଲ ଦାଖଲ

ସୌମ୍ୟାଶ୍ରୀ ମୃତ୍ୟୁ: ପିଆଇଏଲ ଦାଖଲ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମତ୍ୟୁ ଘଟଣାରେ ହାଇକୋର୍ଟରେ ପିଆଇଏଲ ଦାଖଲ କରାଯାଇଛି । ଏସଆଇଟି ଗଠନ ଓ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରାଯାଇଛି । ମୁଖ୍ୟ ସଚିବ, ଡିଜିପି, କଂଗ୍ରେସ, ବିଜେପି ଓ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking