16.1 C
Bhubaneswar
Tuesday, December 9, 2025
Homeଓଡିଶାସୌମ୍ୟାଶ୍ରୀଙ୍କ ମୃତ୍ୟୁ: ଆଜି ଏଫଏମ କଲେଜ ବନ୍ଦ

ସୌମ୍ୟାଶ୍ରୀଙ୍କ ମୃତ୍ୟୁ: ଆଜି ଏଫଏମ କଲେଜ ବନ୍ଦ

ବାଲେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆଜି ଦିନକ ପାଇଁ ଏଫଏମ କଲେଜ ବନ୍ଦ ଘୋଷଣା କରାଯାଇଛି। କ୍ଲାସ୍‌ ସସପେଣ୍ଡ କରିଦିଆଯାଇଛି, ଆଡମିଶନ ନ କରି ଫେରିଛନ୍ତି ଛାତ୍ରଛାତ୍ରୀ। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ। ଆଡମିଶନ୍‌ ପାଇଁ ଆଉ ଏକ ଡେଟ୍ ମିଳିବ କହିଲେ ପ୍ରିନ୍ସିପାଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking