19.1 C
Bhubaneswar
Friday, December 5, 2025
Homeଓଡିଶାସୋରଡା : ହୃଦ୍‌ଘାତରେ ଚାଷୀର ମୃତ୍ୟୁ

ସୋରଡା : ହୃଦ୍‌ଘାତରେ ଚାଷୀର ମୃତ୍ୟୁ

ଗଞ୍ଜାମ :ଗଞ୍ଜାମ ସୋରଡାରେ ହୃଦ୍‌ଘାତରେ ଚାଷୀର ମୃତ୍ୟୁ । ଧାନ ବିକ୍ରି ପାଇଁ ବାରମ୍ବାର ମଣ୍ଡିକୁ ଦୌଡ଼ିବା ପରେ ଶେଷରେ ନିରାଶ ହୋଇ ଚାଷୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି  ।  ମୃତ ଚାଷୀ ହେଲେ ସୋରଡା ବ୍ଳକର ଚାକୁଣ୍ଡା ଗାଁର ୪୦ ବର୍ଷୀୟ ଗଣେଶ ବିଶୋୟୀ । ଗଣେଶ ଗତକାଲି ୯୦ ବସ୍ତା ଧାନ ଧରି ମିଲକୁ ଯାଇଥିଲେ ।  ମିଲର ୧୫ ବସ୍ତା ଧାନ ରଖି ବାକି ଧାନ ଗମ ହୋଇଛି ବୋଲି ଫେରାଇ ଦେଇଥିଲେ । ଫଳରେ ସେ ସେଠାରେ ହିଁ ଅସୁସ୍ଥ ହୋଇ ପଡିଥିଲେ  ।   ପରେ ତାଙ୍କୁ ବଡ଼ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking