27.1 C
Bhubaneswar
Monday, March 23, 2026
Homeଓଡିଶାଖୁବ ଶୀଘ୍ର ମହିଳା କମିଶନ- ପ୍ରଭାତୀ ପରିଡା

ଖୁବ ଶୀଘ୍ର ମହିଳା କମିଶନ- ପ୍ରଭାତୀ ପରିଡା

ଭୁବନେଶ୍ୱର : ଖୁବ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନ ଦେଖିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମନ୍ତବ୍ୟ ଦେଇଛନ୍ତି । ମହିଳା କମିଶନଙ୍କ ଭୂମିକାକୁ ନେଇ ସରକାର  ନୋଟିସ କରିଥିଲେ । ଏନେଇ ତାଙ୍କୁ ସୋ- କଜ୍ ମଗାଯାଇଥିଲା । କାଲି ନିବୃତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking