18.1 C
Bhubaneswar
Sunday, February 8, 2026
Homeଓଡିଶାବାପାକୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଲା ପୁଅ

ବାପାକୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଲା ପୁଅ

ଦେବଗଡ଼: ନିଜ ବାପାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲାବାରକୋଟ ଥାନା ଔତଳ ଗାଁରେ। ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking