20.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା

ସୋର: ଶ୍ୱଶୁର ଘରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କରାଯାଇଛି । ଜ୍ୱାଇଁକୁ ପିଟିପିଟି ମାରିଦେଇଥିବା ସୂଚନା ମିଳିଛି । ଶ୍ୱଶୁରଙ୍କ ମୃତ୍ୟୁ ଖବର ପାଇ ଜ୍ୱାଇଁ ଆସିଥିଲେ । ଶ୍ୱଶୁରଙ୍କ ପୁତୁରା ସହ ଜ୍ୱାଇଁ ଭାଗବତଙ୍କ ବଚସା ହୋଇଥିଲା । ପୁତୁରା ରାଜା ଓ ୩ ସହଯୋଗୀ ଆକ୍ରମଣ କରିଥିଲେ । ଡାକ୍ତରଖାନାରେ ଜ୍ୱାଇଁ ଭାଗବତଙ୍କ ମୃତ୍ୟୁ ହୋଇଥିଲା । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି । ଘଟଣାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking