36.1 C
Bhubaneswar
Friday, March 27, 2026
Homeଓଡିଶାବୁଢ଼ା ବାପାକୁ ଟାଙ୍ଗିଆରେ ହାଣିଲା ଜନ୍ମ କଲା ପୁଅ

ବୁଢ଼ା ବାପାକୁ ଟାଙ୍ଗିଆରେ ହାଣିଲା ଜନ୍ମ କଲା ପୁଅ

ଗଞ୍ଜାମ : ସଇତାନ ସାଜିଲା ଜନ୍ମ କଲା ପୁଅ। ଟାଙ୍ଗିଆରେ ହାଣି ବୁଢ଼ା ବାପାକୁ କଲା ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା, ତାକରଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ ବୃଦ୍ଧ ବାପାକୁ ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ୬୧ବର୍ଷୀୟ ତାରିଣୀ ମଳିକ। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଜବତ କରି ଅଧିକ ତଦନ୍ତ କରୁଛି । ହତ୍ୟା କାରି ପୁଅକୁ ଅଟକ ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking