20.1 C
Bhubaneswar
Saturday, December 20, 2025
Homeଓଡିଶାମା’କୁ ପିଟି ପିଟି ମାରିଦେଲା ପୁଅ

ମା’କୁ ପିଟି ପିଟି ମାରିଦେଲା ପୁଅ

ଅନୁଗୁଳ: ମା’କୁ ପିଟି ପିଟି  ମାରିଦେଲା ପୁଅ । ଅନୁଗୁଳ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାକୁ ପିଟି ପିଟି ହତ୍ୟା କଲା ପୁଅ । ଜରପଡା ଥାନା ପରାଗାଁରେ ହତ୍ୟାକାଣ୍ଡ ଘଟିଛି ।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁଅଟକ ରଖି ପଚରା ଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking