20.1 C
Bhubaneswar
Thursday, January 15, 2026
Homeଅପରାଧବାପାକୁ ଆକ୍ରମଣ କରି ପୁଅ ଗିରଫ

ବାପାକୁ ଆକ୍ରମଣ କରି ପୁଅ ଗିରଫ

ସିଙ୍ଗାପୁର: ସଙ୍ଗପୁରର ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏକ ବର୍ଷ, ପାଞ୍ଚ ମାସ ଏବଂ ଛଅ ସପ୍ତାହ ଜେଲ ଦଣ୍ଡାଦେଶ ହୋଇଛି। ସୂଚନା ମୁତାବକ ଅର୍ଜୁନ ରବି ତାଙ୍କ ୬୪ ବର୍ଷିୟ ବାପାଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ପୋଲିସ ଅଧିକାରୀମାନେ ଅର୍ଜୁନଙ୍କୁ ଗିରଫ କରିଥିଲେ ଏବଂ ବାପାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ବାପାଙ୍କ ନାକ ଫାଟିଯିବା ସହିତ ଆହତ ହୋଇଥିବା ଜଣାପଡିଛି। ଡେପୁଟି ପବ୍ଲିକ ପ୍ରସିକ୍ୟୁଟର (ଡିପିପି) ଜୋ ୟାଙ୍ଗ କୋର୍ଟଙ୍କୁ କହିଛନ୍ତି ଯେ କୌଣସି କାରଣରୁ ବାପା ପୁଅଙ୍କ ଭିତରେ କଳହ ଲାଗିରହିଥିଲା ପରେ କଳହ ବଢ଼ିବାରୁ ଅର୍ଜୁନ ଉତ୍ତ୍ୟପ୍ତ ହୋଇ ନିଜ ବାପା ଉପରେ ଆକ୍ରମଣ କରିଥିବା ବେଳେ ବୃଦ୍ଧ ବାପାଙ୍କ ଜୋର ରେ ଆଘାତ ଲାଗିଥିଲା । ଫଳରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାପା କୁ ମେଡିକାଲ ରେ ଚିକିତ୍ସିତ କରୁଥିବା ବେଳେ , ପୁଅ କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking