26.1 C
Bhubaneswar
Thursday, June 19, 2025
Homeଓଡିଶାବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ 

ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ 

ଭୁବନେଶ୍ୱର: ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ  ା ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର । ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି । ବର୍ଷା ପୂର୍ବରୁ ଡ୍ରେନର ସମସ୍ତ ସମସ୍ୟା ସମାଧାନ କରାଯିବ । ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ କୁହାଯାଇଛି । ଡ୍ରେନ ସଫେଇ କାମକୁ ତ୍ୱରାନ୍ତିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking