17.1 C
Bhubaneswar
Tuesday, December 9, 2025
Homeଓଡିଶାଯବାନ- ମାଓବାଦୀ ମୁହାଁମୁହିଁ:  ୪ ମାଓବାଦୀଙ୍କ ମୃତ୍ୟୁ

ଯବାନ- ମାଓବାଦୀ ମୁହାଁମୁହିଁ:  ୪ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି:  କେରେଗୁଟା ଜଙ୍ଗଲରେ ଯବାନ- ମାଓବାଦୀ ମୁହାଁମୁହିଁ  ହୋଇଛନ୍ତି । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ୩୦୩ ବନ୍ଧୁକ ସହ ବିସ୍ଫୋରକ ଜବତ ହୋଇଛି । ୧୪ ଦିନର ଅପରେସନରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।  ଶତାଧିକ ମାଓ ବଙ୍କର, ରାସନ ସାମଗ୍ରୀ ନଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking