23.1 C
Bhubaneswar
Sunday, February 8, 2026
Homeଓଡିଶାଉଦ୍ଧାର ହେଲା ବିକ୍ରି ଶିଶୁ

ଉଦ୍ଧାର ହେଲା ବିକ୍ରି ଶିଶୁ

ବଲାଙ୍ଗୀର: ଗରିବୀ ପାଇଁ ନବଜାତ ଶିଶୁପୁତ୍ର ବିକ୍ରି ଘଟଣାରେ ପ୍ରଶାସନର ଖୋଳତାଡ ପରେ ବିକ୍ରି ଶିଶୁ ଉଦ୍ଧାର ହୋଇଛି । ଉଦ୍ଧାର ଶିଶୁକୁ ‘ସା’ କେନ୍ଦ୍ରରେ ରଖିଛି ପ୍ରଶାସନ । ୬ ତାରିଖରେ ଭୀମଭୋଇ ମେଡିକାଲରେ ମହିଳା ଜଣଙ୍କ ପ୍ରସବ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking