25.1 C
Bhubaneswar
Monday, December 8, 2025
Homeଓଡିଶାସାବୁନରେ ମା ସୁଭଦ୍ରାଙ୍କ ଦେବ ଦଳନ ରଥ ନିର୍ମାଣ

ସାବୁନରେ ମା ସୁଭଦ୍ରାଙ୍କ ଦେବ ଦଳନ ରଥ ନିର୍ମାଣ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ହରି ପୁର ଗ୍ରାମର ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନ ସାବୁନରେ ମା ସୁଭଦ୍ରାଙ୍କ ଦେବ ଦଳନ ରଥ ନିଖୁଣ ଭାବରେ ନିର୍ମାଣ କରି ଚର୍ଚ୍ଚାର ବିନ୍ଦୁ ପାଲଟିଛନ୍ତି l ସେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଭାବରେ ପରିଚିତ ବାହୁଡା଼ ଯାତ୍ରା ଅବସରରେ ଶୁକ୍ରବାର ଗୋଟିଏ ସାବୁନରେ ଚାରି ଇଞ୍ଚରୁ କମ ହେବ ଦେବ ଦଳନ ରଥ ନିର୍ମାଣ କରିଛନ୍ତି l ଗୋଟିଏ ସୁଂଚି ଛୁରୀ ସାହଯ୍ୟରେ ସାବୁନରେ ନିଜର ନିକୁଣ ଭାବରେ କଳାକୃତିର ଦେବ ଦଳନ ରଥ ନିର୍ମାଣ କରି ଯାଜପୁର ଜିଲ୍ଲାରର ଚର୍ଚ୍ଚା ବିନ୍ଦୁ ପାଲଟିଛନ୍ତି l ତାଙ୍କର କଳା କୃତ୍ତି ରଥ ନିର୍ମାଣ ଭିଡ଼ିଓ ସମଗ୍ର ଜିଲ୍ଲାରେ ଘୁରି ବୁଲୁଛି l ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking