22.1 C
Bhubaneswar
Saturday, March 28, 2026
Homeଓଡିଶାପୁଣି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ

ପୁଣି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ। ପୁଣି ସଭାନେତ୍ରୀ ଭାବେ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ମଧ୍ୟ ନିଯୁକ୍ତି କରାଯାଇଛି।

୩ ବରିଷ୍ଠ ସାଧାରଣ ସାଂପାଦିକା
୧) ସୁମିତ୍ର ଜେନା
୨) ରାଜଶ୍ରୀ ମଲ୍ଲିକ
୩) ଲେଖାଶ୍ରୀ ସାମନ୍ତସିଂହାର

୧୨ ସାଧାରଣ ସଂପାଦିକା
୧) ସୁଲୋଚନା ଦାସ
୨) ସୁଲତା ଦେଓ
୩) ବର୍ଷା ସିଂ ବରିହା
୪)ଶ୍ରର୍ମିିଷ୍ଠା ସେଠୀ
୫) ଶ୍ରୀମୟୀ ମିଶ୍ର
୬)ଲୋପାମୁଦ୍ରା ବକ୍ସିପାତ୍ର
୭)ମୀନତି ବେହେରା
୮) କସ୍ତୁରୀ ମହାପାତ୍ର
୯) ପଦ୍ମିନୀ ଦିଆନ୍‌
୧୦) ଦିପାଳୀ ଦାସ
୧୧) ରଞ୍ଜିତା ସାହୁ
୧୨) ଗୀତାଞ୍ଜଳି ବସ୍ତିଆ

ସେହିପରି ୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଢ଼େଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି।
୧) ନୃସିଂହ ଚରଣ ସାହୁ -ଢ଼େଙ୍କନାଳ ଜିଲ୍ଲା ସଭାପତି
୨) ଝିନ ହିକ୍‌କା – କୋରାପୁଟ ଜିଲ୍ଲା ସଭାପତି
୩) ଜଗନ୍ନାଥ ସାରକା – ରାୟଗଡ଼ା ଜିଲ୍ଲା ସଭାପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking