30.1 C
Bhubaneswar
Sunday, February 8, 2026
Homeଓଡିଶାହୀରାକୁଦରେ ଅଳ୍ପ ଫାଟ : ମୁଖ୍ୟମନ୍ତ୍ରୀ

ହୀରାକୁଦରେ ଅଳ୍ପ ଫାଟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ଫାଟ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । କହିଛନ୍ତି , ହୀରାକୁଦରେ ଅଳ୍ପ କିଛିଫାଟ ନଜରକୁ ଆସିଛି ।  କଂକ୍ରିଟର ଉପରି ଭାଗରେ କ୍ରାକ ଥିବା ଜଣାପଡିଛି । ସ୍ଥିତି ଅନୁଧ୍ୟାନ କରି ସିଏସଏମଆରଏସ ସଂସ୍ଥା ରିପୋର୍ଟ ଦେଇଛି । ଫାଟ ମରାମତି ପାଇଁ ଡିଆରଆଇ – ଆଇଆଇଆଇ ଅଧିନରେ ସର୍ଭେ କରାଯିବ । ଏଥିପାଇଁ କ୍ୟାବିନେଟ ସ୍ୱୀକୃତି ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking