17.1 C
Bhubaneswar
Wednesday, February 4, 2026
Homeଓଡିଶାହାତୀ ‘ରାମୁ’ର କଙ୍କାଳ ଉଦ୍ଧାର

ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର

ଭୁବନେଶ୍ବର: ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର କରାଯାଇଛି। ଭରତପୁର ଜଙ୍ଗଲରେ ମାଟି ତଳୁ ‘ରାମୁ’ର କଙ୍କାଳ ଉଦ୍ଧାର କରାଯାଇଛିଏହା ସହ ୨ଟି ଦାନ୍ତ ମଧ୍ୟ ଉଦ୍ଧାର କରାଯାଇଛି। ଗୋଟିଏର ଓଜନ ୪ କିଲୋ ଏବଂ ଅନ୍ୟଟିର ଅଢ଼େଇ କିଲୋ ଓଜନ ରହିଛି। ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଦ୍ବାରା ହେଲା ଉଦ୍ଧାର। ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ। ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking