29.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ

ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ

ନୂଆଦିଲ୍ଲୀ : ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଛି । ସେଥିପାଇଁ ବିଧାୟକ ଦଳ ନେତା କିଏ ହେବ ଚାଲିଛି ଜୋରଦାର ଚର୍ଚ୍ଚା। ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ଓଡ଼ିଶାର ୬ ବିଧାୟକ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଖଡ଼ଗେଙ୍କୁ ଭେଟିଛନ୍ତି ଏହି ବିଧାୟକମାନେ । କିଛି ଦିନ ପୂର୍ବେ କଂଗ୍ରେସର ବିଧାୟକ ଦଳ ବୈଠକ ଶେଷ ହୋଇଛି। ବିଧାନସଭାରେ କଂଗ୍ରେସର ରଣନୀତି କଣ ରହିବ, କିଭଳି ନେତାଙ୍କ ଉପସ୍ଥାନ ରହିବ ଓ କେଉଁ ପ୍ରସଙ୍ଗ ଦଳ ଉଠାଇବ ସେନେଇ ଆଲୋଚନା ହୋଇଛି। କିନ୍ତୁ କିଏ ହେବ ବିଧାୟକ ଦଳ ନେତା ସେନେଇ ନିଷ୍ପତ୍ତି ହୋଇ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking