25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଟଳିଲେ ୬ ହାର୍ଡକୋର ମାଓବାଦୀ

ଟଳିଲେ ୬ ହାର୍ଡକୋର ମାଓବାଦୀ

ଛତିଶଗଡ଼: ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ରେ ୬ ମାଓବାଦୀ ନିପାତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ନେଇ ବସ୍ତର ଆଇଜିଙ୍କ ସୂଚନା ମିଳିଛି । ଏକେ-୪୭, ଏସଏଲଆର ରାଇଫଲ୍ସ ସମେତ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି । ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking