27.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶବାଜିଲା ସାଇରନ: ଉତ୍ତରାଖଣ୍ଡରେ ହାଇ ଆଲର୍ଟ

ବାଜିଲା ସାଇରନ: ଉତ୍ତରାଖଣ୍ଡରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଯୁଦ୍ଧକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ହାଇଆଲର୍ଟ  କରାଯାଇଛି ।  ପଞ୍ଜାବ ଚଣ୍ଡିଗଡରେ ପୁଣି ବାଜିଲା  ଯୁଦ୍ଧ ସାଇରନ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସବୁ ହସ୍ପିଟାଲ ପାଇଁ ହାଇ ଆଲର୍ଟ ଜାରି କଲେ ରାଜ୍ୟ ସରକାର । ଡାକ୍ତର ଓ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୨ ହଜାର ହସ୍ପିଟାଲ ବେଡ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking